
Introduction
Yoga is an ancient practice that originated in India over 5,000 years ago. It is a holistic discipline that combines physical postures, breathing techniques, and meditation to promote overall well-being. In today’s fast-paced world, Yoga has gained immense popularity as a natural way to maintain physical fitness, mental peace, and emotional stability.
pranayam kana ?
ଆମ୍ଭ ମାନଙ୍କର ଧାରଣା ଯେ ଯୋଗ ଜଟିଳ ବିଷୟ । ଯୋଗ ସାଧନା ସମସ୍ତଙ୍କ ପକ୍ଷରେ ସହଜ, ସମ୍ଭବ ନୁହେଁ । ଏହା କେବଳ ମୁନୀ ରୁଷିଙ୍କ ପାଇଁ ବୋଲି ଜନସାଧାରଣ ଧରି ନେଇଥାଆନ୍ତି । ତେବେ ଏଇ ଧାରଣାକୁ ସଂପ୍ରତି ଭୁଲ ବୋଲି ପ୍ରମାଣିତ କରିବାରେ ବହୁ ମହାନ ଭାରତୀୟ ଯୋଗଗୁରୁ ନିଜର ପ୍ରୟାସ ଆରମ୍ଭ କରିଛନ୍ତି । ସଫଳ ମଧ୍ୟ ହୋଇ ପାରିଛନ୍ତି । ଯୋଗାସନ ଏବଂ ପ୍ରାଣାୟାମ ସଂପର୍କରେ ସେମାନଙ୍କର ସଫଳ ଦିଗଦର୍ଶନ ଏବେ ଜନସାଧାରଣଙ୍କ ମଧ୍ୟରେ ଜୀବନକୁ ରୋଗମୁକ୍ତ ଓ ଆନନ୍ଦମୟ ରଖୁବା ଲାଗି ଅକୁଣ୍ଠ ଉଦ୍ୟମ ଓ ଆଗ୍ରହ ସୃଷ୍ଟି କରାଇ ପାରିଛି । ଅବଶ୍ୟ ଭାରତର ଏଇ ପ୍ରାଚୀନ ପରମ୍ପରାକୁ ଅଳ୍ପ ସମୟ ମଧ୍ୟରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସଙ୍ଗେ ସଙ୍ଗେ ଯୋଗ ଚିକିତ୍ସାରେ ଏକ, ନବ ବିପ୍ଳବର ସୂତ୍ରପାତ କରିଛନ୍ତି ପରମପୂଜ୍ୟ ସ୍ଵାମୀ ରାମଦେବ ମହାରାଜ । ଏଇ ମହାନ ଯୋଗଗୁରୁଙ୍କ ମତରେ “ ଜୀବନର ଉଦ୍ଦେଶ୍ୟ ହେଲା ଜୀବନକୁ ନୀରୋଗ ଏବଂ ଆନନ୍ଦମୟ ରଖୁବା । ପ୍ରାଣାୟାମ ଓ ଯୋଗ ଦ୍ଵାରାହିଁ ଏହା ସମ୍ଭବ ହୋଇଥାଏ ।” ଏକ ନୀରୋଗ,
ପ୍ରାଣାୟାମ
କରିଥାଏ ପ୍ରାଣ ବିନା ସମଗ୍ର ଜୀବ ଜଗତ ଅଚଳ ଚଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ଶରୀରକୁ ସର୍ବଶକ୍ତି ପ୍ରାଣହିଁ ପ୍ରଦାନ ସମସ୍ତ ରୋଗର ର ପ୍ରତିରୋଧକ କ୍ଷମତା ମଧ୍ୟ ପ୍ରାଣ କରିଥାଏ । ଶରୀରର ସମସ୍ତ କୋଷରେ ପ୍ରାଣ (ବାୟୁ) (ବାୟୁ) ବିରାଜିତ ପ୍ରଦାନ ପ୍ରାଣ ହେଉଛି ସକଳ ଶକ୍ତିର ଆଧାର । ଶରୀରର ମୁଖ୍ୟ ଅବୟବ ଗୁଡ଼ିକ ପ୍ରାଣରହି ଶକ୍ତି ଗ୍ରହଣ କରିଥାନ୍ତି । ମନୁଷ୍ୟ ବଞ୍ଚିବାର ସମସ୍ତ ସାଧନ ପ୍ରାଣହି ଯୋଗାଇ ଥାଏ । ପ୍ରାଣ ଶକ୍ତି ଯୁକ୍ତ ଥିବା ପର୍ଯ୍ୟନ୍ତ ର୍ଯ୍ୟନ୍ତ ଆମେ ବଞ୍ଚି ରହୁ ।
ପ୍ରାଣର ଆୟାମ ( ନିୟନ୍ତ୍ରଣ )କୁ ପ୍ରାଣାୟାମ କହିବା । ଏହାର ପାରିବ ଅଭ୍ୟାସ ଦ୍ଵାରା ପ୍ରାଣ ଓ ପ୍ରାଣକୋଷକୁ ଶୁଦ୍ଧ ରଖାଯାଇ ଫଳରେ ଶରୀର ସୁସ୍ଥ ଓ ସତେଜ ରହିବ । ମୋଟାମୋଟି ଭାବେ
କହିବାକୁ ଗଲେ ଏହା ଏକ ନିର୍ଦ୍ଦିଷ୍ଟ ନିଶ୍ବାସ ପ୍ରଶ୍ଵାସ ପ୍ରକ୍ରିୟା । ଏହା ଫୁସ୍ଫୁସରେ ଶକ୍ତି ଭରିଦିଏ, ରକ୍ତ ସଞ୍ଚାଳନ ଯଥାବିଧ କରାଇ ଦୀର୍ଘ ଓ ନିରୋଗ ଜୀବନ ପ୍ରଦାନ କରେ । ପ୍ରାଣାୟାମ ଦ୍ଵାରା ପ୍ରାଣର ପୋଷଣ ସମ୍ଭବ ହୁଏ । ସୁସ୍ଥ ରହିବାର ଏକମାତ୍ର ଉପାୟ ହେଉଛି ପ୍ରାଣାୟାମ । ପ୍ରାଣାୟାମ ଦ୍ଵାରା ଆମର ନିକାରାତ୍ମକ ଚିନ୍ତାଧାରା ଓ ଅମ୍ଳଜାନର ଅଭାବ ଦୂର ହୋଇଥାଏ । ଏକ କଥାରେ କହିବାକୁ ଗଲେ ପ୍ରାଣାୟାମ ହେଉଛି ପ୍ରାଣର ସଞ୍ଜୀବନୀ ।
ପ୍ରାଣାୟାମ ନିମନ୍ତେ ନିୟମ
୧ । ପାଣାୟାମ ଆରମ୍ଭ କରିବା ପୂର୍ବରୁ ତିନିଥର ଓଁ କାର ଜପ କରିବା ଆବଶ୍ୟକ ।
୨ । ପ୍ରାଣାୟାମ କିବା ସମୟରେ ନିଜର ଈଷ୍ଟଦେ କରିବା ଉଚିତ । ଷ୍ଟଦେବଙ୍କୁ ସ୍ମରଣ
୩ । ସର୍ବଦା ପ୍ରାଣାୟାମ ଖୋଲା ସ୍ଥାନ ଓ ଶାନ୍ତ ପରିବେଶରେ କରାଯିବା ଦରକାର |
୪ । ଧୀରେ ଧୀରେ, ଏକାଗ୍ରତା ସହକାରେ ଓ ଆନନ୍ଦ ମନରେ ପ୍ରାଣାୟାମ କରିବା ଉଚିତ ।
୫ । ପ୍ରାଣାୟାମ ସମୟରେ ଆଖୁ, ନାକ, ପାଟିକୁ ବିକୃତ କରିବା ଅନୁଚିତ ।
୬ । ଘର ଭିତରେ ଯଦି ପ୍ରାଣାୟାମ କରନ୍ତି ତା’ହେଲେ କବାଟ ଏବଂ ଝରକା ଖୋଲା ରଖିବା ଦରକାର ।
୭ । ଜ୍ଵର ଥିବା ଅବସ୍ଥାରେ ପ୍ରାଣାୟାମ କରିବେ ନାହିଁ ।
୮ । ଗର୍ଭାବସ୍ଥାରେ ପ୍ରାଣାୟାମ କରିବା ନିଷେଧ ।
୯ । ପ୍ରାଣାୟାମ କରିବା ବେଳେ ନିଜର ଆଖୁ ଓ ମେରୁଦଣ୍ଡ ସିଧା ରଖିବେ । ଖୁ ବନ୍ଦ ରଖିବେ
ପଦ୍ମାସନ, ସୁଖାସନ କିମ୍ବା ପ୍ରାଣାୟାମ କଲାବେଳେ ପଦ୍ମାସନ, ସିଦ୍ଧାସନରେ ବସିବେ ।
୧୦ – ପଟରେ କରାଯିବ ଯିବା ଦରକାର | ସକାଳେ କିମ୍ବା ଦିବା ଭୋଜନର ପାଞ୍ଚ ଘଣ୍ଟା ପରେହିଁ ପ୍ରାଣାୟାମ ପ୍ରାଣାୟାମ ଖାଲି ପେଟ କରିବା ଭଲ ।
୧୧ – ଅନ୍ତତଃ ପନ୍ଦର କୋଡ଼ିଏ ମିନିଟ ପରେ ଖାଇବା ଉଚିତ । ଅବଶ୍ୟ ପାଣି ପିଇବାରେ ବାଧା ନାହିଁ | ପ୍ରାଣାୟାମ କରିସାରିବା ପରେ ଅନ୍ତ୍ର
୧୩ – ପ୍ରାଣାୟାମ କରୁଥିବା ବ୍ୟକ୍ତି ସାତ୍ତ୍ଵିକ ଆହାର ଗ୍ରହଣ କରିବା ଉଚିତ ।
୧୪- ପ୍ରାଣାୟାମ ଅନ୍ତତଃ ପନ୍ଦର ମିନିଟରୁ ଆରମ୍ଭ କରି ଧୀରେ ଧୀରେ ପଇଁଚାଳିଶି ମିନିଟ ପର୍ଯ୍ୟନ୍ତ ର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରେ ।
୧୫ । ପ୍ରାଣାୟାମ କରି କ୍ଲାନ୍ତ ହୋଇ ପଡ଼ିଲେ ବିଶ୍ରାମ ପାରିବେ ।
୧୬ । ହୃଦରୋଗୀ ଏବଂ ଉଚ୍ଚ ରକ୍ତଚାପ ରୋଗୀମାନେ ପ୍ରାଣାୟାମ ଧୀରେ ଧୀରେ କରିବା ଆବଶ୍ୟକ ।
୧୭- ପ୍ରାଣାୟାମ କଲାବେଳେ ଆସନ ପାଇଁ କମ୍ବଳ କିମ୍ବା ମୋଟା ଚାଦର ବ୍ୟବହାର କରିବା ଉଚିତ ।
୧୮- ପ୍ରାଣାୟାମ ଚଲା ବୁଲା କିମ୍ବା ଭ୍ରମଣ ଅବସ୍ଥାରେ କରିବା ଉଚିତ ନୁହେଁ ।
ପ୍ରାଣାୟାମର ଉପକାର (Benefits of Yoga )
ପ୍ରାଣାୟାମ ନିୟମିତ ଅଭ୍ୟାସ କରିବା ଦ୍ବାରା ଯେଉଁ ସବୁ ଉପକାର ସାଧକକୁ ମିଳିଥାଏ ତାହା ପ୍ରଦତ୍ତ ହେଲା । ପ୍ରାଣାୟାମ ଫଳରେ ପାଚନ ଶକ୍ତି ବୃଦ୍ଧି ପାଇଥାଏ । ଅବସାଦରୁ ମୁକ୍ତି ମିଳିଥାଏ ।
ଦେହର ରୋଗ ପ୍ରତିରୋଧକାରୀ ଶକ୍ତି ବୃଦ୍ଧି ପାଏ ।
ଶରୀରରେ ଜାଗ୍ରତ ହୋଇଥାଏ କୁଣ୍ଡଳିନୀ ଚକ୍ର
ମନସ୍ଥିର ଓ ପ୍ରଫୁଲ୍ଲ ର ରହେ ।
ସ୍ମୃତି ଶକ୍ତି ବଢ଼ି ଯାଏ ।
* ବିଭିନ୍ନ ନକ ନକାରାତ୍ମକ ଚିନ୍ତାରୁ ମୁକ୍ତି ମିଳେ ।
গুঞ্জ ମଣ୍ଡଳର ତେଜ, କୋମଳତା, ଲାବଣ୍ୟ ବୃଦ୍ଧି ପାଏ ।
କାମ କରିବାର ଆଗ୍ରହ ବଢ଼େ । କ୍ଳାନ୍ତି ଦୂର ହୁଏ ।
ଶାରୀରିକ ଅସାମ୍ୟ ଦୂର ହୁଏ ।
ମନରୁ କ୍ରୋଧ, ହିଂସା, ଇତ୍ୟାଦି ଦୂର ହୋଇଯାଏ ।
ବାଳ ଝଡ଼ିବା, ପାଚିବା ବନ୍ଦ ହୁଏ ।
♦ ମୁଖ ମଣ୍ଡଳର ତ୍ବଚା କୁଞ୍ଚୁତ ହେବା ଓ ମୁଖର କଳାପଣ ଦୂର
ଆଖୁ, ନାକ ଓ କାନର ସମସ୍ୟା ଭଲ ହୋଇଯାଏ ।
ଶରୀରର ବାତ, ପିତ୍ତ ଏବଂ କଫ ସନ୍ତୁଳିତ ହୋଇଥାଏ ।
Benefits of Yoga
Yoga offers numerous benefits for the body, mind, and soul. Some of the major benefits include:
1. Physical Benefits
-
Improves flexibility and strength
-
Enhances body posture
-
Boosts immunity
-
Helps in weight management
2. Mental Benefits
-
Reduces stress and anxiety
-
Improves concentration and memory
-
Promotes emotional balance
-
Enhances sleep quality
3. Spiritual Benefits
-
Brings inner peace
-
Enhances self-awareness
-
Promotes mindfulness and positive thinking
Types of Yoga
There are different types of Yoga, each serving different purposes:
1. Hatha Yoga
A gentle form of Yoga that focuses on basic postures and breathing exercises. Ideal for beginners.
2. Vinyasa Yoga
A dynamic practice that involves flowing from one pose to another with synchronized breathing.
3. Ashtanga Yoga
A physically demanding practice that follows a specific sequence of postures. It builds strength and endurance.
4. Kundalini Yoga
A spiritual practice that focuses on awakening inner energy through chanting, meditation, and breathing techniques.
5. Bikram Yoga
Performed in a heated room, this Yoga style consists of 26 postures that improve flexibility and detoxify the body.
Simple Yoga Poses for Daily Practice
Here are some easy-to-do Yoga poses for beginners:
1. Tadasana (Mountain Pose)
-
Improves posture and balance
-
Strengthens legs and spine
2. Vrikshasana (Tree Pose)
-
Enhances concentration and stability
-
Strengthens legs and core
3. Bhujangasana (Cobra Pose)
-
Stretches the back and chest
-
Reduces stress and fatigue
4. Sukhasana (Easy Pose)
-
Improves posture and breathing
-
Calms the mind and relieves stress
How to Incorporate Yoga into Your Daily Routine
-
Start with 10-15 minutes every morning.
-
Practice breathing exercises like Pranayama for mental clarity.
-
Use Yoga to relieve stress after a long day.
-
Attend Yoga classes or follow online sessions for better guidance.
Conclusion
Yoga is a powerful practice that offers immense benefits for the body and mind. By incorporating Yoga into your daily routine, you can achieve a healthier, happier, and more balanced life. Start today and experience the transformation!
Read more health and wellness blogs on Hello Odia!
