Odisha Job | ଜଳ ସମ୍ପଦ ବିଭାଗ ନିଯୁକ୍ତି ୨୦୨୬: ୧୦ମ ପାସ୍ ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ! ଏମିତି ଆବେଦନ କରନ୍ତୁ | Walk-in-Interview
ଜଳ ସମ୍ପଦ ବିଭାଗ ନିଯୁକ୍ତି ୨୦୨୬: ୧୦ମ ପାସ୍ ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ! ଏମିତି ଆବେଦନ କରନ୍ତୁ | Walk-in-Interview ଆପଣ କଣ ଏକ ସରକାରୀ ଚାକିରି(Sarkari Naukri) ଖୋଜୁଛନ୍ତି? Odisha job ICAR – ଭାରତୀୟ ଜଳ ପରିଚାଳନା ସଂସ୍ଥାନ (IIWM)/ (Indian Institute of Water Management) ପକ୍ଷରୁ ବିଭିନ୍ନ ପଦବୀ ପାଇଁ ଏକ ନୂତନ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ Young Professional, Senior Research Fellow (SRF) ଏବଂ […]
