Odisha Job | ଜଳ ସମ୍ପଦ ବିଭାଗ ନିଯୁକ୍ତି ୨୦୨୬: ୧୦ମ ପାସ୍ ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ! ଏମିତି ଆବେଦନ କରନ୍ତୁ | Walk-in-Interview

Icar HBn8REjfwKnLwpYD

ଜଳ ସମ୍ପଦ ବିଭାଗ ନିଯୁକ୍ତି ୨୦୨୬: ୧୦ମ ପାସ୍ ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ! ଏମିତି ଆବେଦନ କରନ୍ତୁ | Walk-in-Interview

ଆପଣ କଣ ଏକ ସରକାରୀ ଚାକିରି(Sarkari Naukri) ଖୋଜୁଛନ୍ତି? Odisha job ICAR – ଭାରତୀୟ ଜଳ ପରିଚାଳନା ସଂସ୍ଥାନ (IIWM)/ (Indian Institute of Water Management) ପକ୍ଷରୁ ବିଭିନ୍ନ ପଦବୀ ପାଇଁ ଏକ ନୂତନ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ Young Professional, Senior Research Fellow (SRF) ଏବଂ Semi-Skilled Labour ଭଳି ପଦବୀ ଖାଲି ଅଛି।

ସବୁଠାରୁ ବଡ଼ କଥା ହେଉଛି, ଏଥିପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ। କେବଳ ୱାକ୍-ଇନ୍-ଇଣ୍ଟରଭ୍ୟୁ (Walk-in-Interview) ମାଧ୍ୟମରେ ଚୟନ କରାଯିବ।

Water Department Odisha Job Recruitment 2026 – ସଂକ୍ଷିପ୍ତ ବିବରଣୀ

  • ସଂସ୍ଥାର ନାମ: ICAR IIWM (Indian Institute of Water Management)

  • ଚାକିରି ପ୍ରକାର: Contractual

  • ଶ୍ରେଣୀ: ସରକାରୀ ଚାକିରି

  • ପଦ ନାମ:

    • Young Professional-II (YP-II)

    • Young Professional-I (YP-I)

    • Senior Research Fellow (SRF)

    • Semi Skilled Labour (SSL)

  • ଆବେଦନ ମୋଡ୍: Walk-in-Interview

  • ଆବେଦନ କରିପାରିବେ: ସମସ୍ତ ଓଡ଼ିଶା ପ୍ରାର୍ଥୀ

  • ନିଯୁକ୍ତି ସ୍ଥାନ: ଓଡ଼ିଶା

  • Interview ତାରିଖ: 11/02/2026 13/02/2026

  • ଲିଙ୍ଗ: ପୁରୁଷ ଓ ମହିଳା – ଉଭୟ

ଶିକ୍ଷାଗତ ଯୋଗ୍ୟତା

🔹 Young Professional-II (YP-II)

  • Soil & Water Conservation Engineering / Irrigation & Drainage Engineering / Farm Machinery & Power ରେ M.Tech

  • B.Tech in Agricultural Engineering ଥିବା ଦରକାର

🔹 Young Professional-I (YP-I)

  • +2 ପାସ୍ ସହ

    • 2 ବର୍ଷ Diploma in Agriculture / Polytechnic Agriculture

    • କିମ୍ବା 3 ବର୍ଷ Graduation in Agriculture / Horticulture

🔹 Senior Research Fellow (SRF)

  • M.Tech / M.E / Post Graduation in

    • Soil & Water Conservation Engineering

    • Irrigation & Drainage Engineering

    • Remote Sensing / GIS / Geospatial Technology

    • Computer Science / IT / Water Resources Engineering

  • Watershed planning advanced tools ର ଅଭିଜ୍ଞତା ଥିବା ଦରକାର

🔹 Semi Skilled Labour (SSL)

  • 10ମ (Matriculation) ପାସ୍ସ୍ୱୀକୃତ ବୋର୍ଡରୁ

👉 ଅଧିକ ସୂଚନା ପାଇଁ Notification PDF ଦେଖନ୍ତୁ।

ବୟସ ସୀମା

Interview ତାରିଖ ଅନୁଯାୟୀ:

  • ନ୍ୟୁନତମ ବୟସ: 18 / 21 ବର୍ଷ

  • ସର୍ବାଧିକ ବୟସ: 45 ବର୍ଷ

ବୟସ ଛୁଟ (ସରକାରୀ ନିୟମ ଅନୁଯାୟୀ)

  • OBC – 3 ବର୍ଷ

  • SC / ST / PWD – 5 ବର୍ଷ

  • Ex-Serviceman – 5 ବର୍ଷ

  • PWD + SC / ST – 05 ବର୍ଷ

ବେତନ (Salary)

  • Young Professional-II: ₹42,000 ପ୍ରତି ମାସ

  • Young Professional-I: ₹30,000 ପ୍ରତି ମାସ

  • Senior Research Fellow: ₹37,000 ପ୍ରତି ମାସ

  • Semi Skilled Labour: ₹15,500 ପ୍ରତି ମାସ

ଚୟନ ପ୍ରକ୍ରିୟା

ପ୍ରାର୍ଥୀଙ୍କ ଚୟନ ନିମ୍ନଲିଖିତ ଧାରାରେ ହେବ: କୌଣସି ଲିଖିତ ପରୀକ୍ଷା ନାହିଁ

  1. ଡକ୍ୟୁମେଣ୍ଟ ଭେରିଫିକେସନ

  2. Personal Interview

ଆବେଦନ ଶୁଳ୍କ

👉 ସମସ୍ତ ଶ୍ରେଣୀ ପାଇଁ ଆବେଦନ ଶୁଳ୍କ ମାଗଣା

  • General – Free

  • EWS – Free

  • OBC – Free

  • SC / ST – Free

  • PWD – Free

ଆବଶ୍ୟକ ଡକ୍ୟୁମେଣ୍ଟ

  1. ଶିକ୍ଷାଗତ ପ୍ରମାଣପତ୍ର (10ମ / +2 / +3)

  2. ଜନ୍ମ ତାରିଖ ପ୍ରମାଣପତ୍ର (SSLC / HSC)

  3. 2ଟି ସମ୍ପ୍ରତିକ ପାସପୋର୍ଟ ସାଇଜ ଫଟୋ

  4. ଜାତି ପ୍ରମାଣପତ୍ର/ Caste Certificate (ଯଦି ଲାଗୁ)

  5. ପରିଚୟ ପତ୍ର (Aadhaar Card/Voter ID)

  6. ଅନୁଭବ ପ୍ରମାଣପତ୍ର (ଯଦି ରହିଛି)

ଗୁରୁତ୍ୱପୂର୍ଣ୍ଣ ତାରିଖ (Odisha Job Important Dates )

  • Walk-in-Interview: 11 ଫେବୃଆରୀ 2026

  • Walk-in-Interview: 13 ଫେବୃଆରୀ 2026

ଗୁରୁତ୍ୱପୂର୍ଣ୍ଣ ସୂଚନା(Odisha Job Important Notice)

ସମସ୍ତ ଇଚ୍ଛୁକ ପ୍ରାର୍ଥୀମାନେ Interview ପୂର୍ବରୁ Application Form ସଠିକ୍ ଭାବରେ ପୂରଣ କରନ୍ତୁ। ଭୁଲ ସୂଚନା ଥିଲେ ଆବେଦନ ରଦ୍ଦ ହୋଇପାରେ।

Water Department Recruitment 2026 – କିପରି ଆବେଦନ କରିବେ?

  1. ଆଧିକାରିକ ୱେବସାଇଟକୁ ଯାଇ Notification ଡାଉନଲୋଡ୍ କରନ୍ତୁ

  2. Application Form ଡାଉନଲୋଡ୍ କରନ୍ତୁ

  3. ଫର୍ମ ସଠିକ୍ ଭାବରେ ପୂରଣ କରନ୍ତୁ

  4. ସମସ୍ତ ଆବଶ୍ୟକ ଡକ୍ୟୁମେଣ୍ଟ ଯୋଡ଼ନ୍ତୁ

  5. ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରର ଗୋଟିଏ ସେଟ୍ ଫଟୋକପି ଏବଂ ଓରିଜିନାଲ୍ ସାର୍ଟିଫିକେଟ୍ ସାଙ୍ଗରେ ଧରି ଇଣ୍ଟରଭ୍ୟୁ ସ୍ଥାନରେ ପହଞ୍ଚନ୍ତୁ।

  6. ସମସ୍ତ ଡକ୍ୟୁମେଣ୍ଟକୁ ଏକ PDF ରେ କରନ୍ତୁ

  1. Walk-in-Interview ଦିନ ନିଜେ ଉପସ୍ଥିତ ହୁଅନ୍ତୁ ଇଣ୍ଟରଭ୍ୟୁ ତାରିଖ: ୧୧/୦୨/୨୦୨୬ ଏବଂ ୧୩/୦୨/୨୦୨୬।

ଗୁରୁତ୍ୱପୂର୍ଣ୍ଣ ଲିଙ୍କ(Odisha Job important Links )

ଗୁରୁତ୍ୱପୂର୍ଣ୍ଣ ସୂଚନା: ସମସ୍ତ ଇଚ୍ଛୁକ ପ୍ରାର୍ଥୀଙ୍କୁ ଅନୁରୋଧ କରାଯାଉଛି କି ଆବେଦନ କରିବା ପୂର୍ବରୁ ଅଫିସିଆଲ୍ ବିଜ୍ଞପ୍ତିକୁ ଭଲ ଭାବରେ ପଢ଼ି ନିଅନ୍ତୁ।

Leave a Comment

Your email address will not be published. Required fields are marked *